or_tq/jhn/04/34.md

4 lines
394 B
Markdown

# ଯୀଶୁ ତାହାଙ୍କ ଖାଦ୍ୟ କ’ଣ ବୋଲି କହିଲେ?
ଯୀଶୁ କହିଲେ ଯେ ତାହାଙ୍କ ଖାଦ୍ୟ ତାଙ୍କୁ ପଠାଇଥିବା ବ୍ୟକ୍ତିଙ୍କ ଇଚ୍ଛା ପୂରଣ କରିବା ଏବଂ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା ଅଟେ ।