or_tq/jhn/04/29.md

466 B

ଯୀଶୁଙ୍କ ସହ କଥାବାର୍ତ୍ତା ପରେ ସ୍ତ୍ରୀ କ’ଣ କଲା?

ସ୍ତ୍ରୀ ଜଣକ ପାଣି ପାତ୍ର ଛାଡି ସହରକୁ ଫେରି ଲୋକମାନଙ୍କୁ କହିଲେ, “ଆସ, ଜଣେ ପୁରୁଷକୁ ଦେଖ, ଯିଏ ମୋତେ ସବୁ କଥା କହିଲା । ଏହା ଖ୍ରୀଷ୍ଟ ହୋଇପାରିବ ନାହିଁ କି? ”