or_tq/jhn/04/24.md

445 B

ପିତା କେଉଁ ପ୍ରକାରର ଉପାସକ ଖୋଜନ୍ତି ସେ ବିଷୟରେ ଯୀଶୁ ସ୍ତ୍ରୀକୁ କ’ଣ କୁହନ୍ତି?

ଯୀଶୁ କହିଲେ ଯେ ଈଶ୍ଵର ଏକ ଆତ୍ମା, ଏବଂ ସତ୍ୟ ଉପାସକମାନେ ଆତ୍ମା ଏବଂ ସତ୍ୟରେ ଈଶ୍ଵରଙ୍କୁ ଉପାସନା କରିବା ଆବଶ୍ୟକ ।