or_tq/jhn/04/18.md

521 B

ସେହି ସ୍ତ୍ରୀ ବିଷୟରେ ଯୀଶୁ କ’ଣ କୁହନ୍ତି ଯାହାକୁ ସେ ପ୍ରାକୃତିକ ଉପାୟରେ ଜାଣିପାରିନଥିଲେ?

ସେ ତାଙ୍କୁ କୁହନ୍ତି ଯେ ତାହାଙ୍କର ପାଞ୍ଚଟି ସ୍ୱାମୀ ଅଛନ୍ତି ଏବଂ ବର୍ତ୍ତମାନ ଯେଉଁ ବ୍ୟକ୍ତି ଅଛନ୍ତି ସେ ତାହାଙ୍କ ସ୍ୱାମୀ ନୁହଁନ୍ତି।