or_tq/jhn/04/15.md

921 B

ଯୀଶୁ ସେହି ସ୍ତ୍ରୀଲୋକକୁ ଦେବା ଜଳ ବିଷୟରେ କ’ଣ କୁହନ୍ତି?

ଯୀଶୁ ସେହି ସ୍ତ୍ରୀଲୋକକୁ କହିଲେ ଯେ, ସେ ଯେଉଁ ଜଳ ଦିଅନ୍ତି, ସେହି ଜଳରେ ଲୋକେ ଆଉ ତୃଷାର୍ତ୍ତ ହେବେ ନାହିଁ, ଏବଂ ଜଳ ଅନନ୍ତ ଜୀବନରେ ପ୍ରବାହିତ ଜଳର ନିର୍ଝର ହେବ ।

କାହିଁକି ଯୀଶୁ ଦେଉଥିବା ଜଳକୁ ବର୍ତ୍ତମାନ ଏହି ସ୍ତ୍ରୀଲୋକ ଚାହୁଁଛନ୍ତି ?

ସେ ପାଣି ଚାହାଁନ୍ତି ଯାହା ଫଳରେ ସେ ତୃଷାର୍ତ୍ତ ହେବେ ନାହିଁ ଏବଂ ପାଣି ଆଣିବାକୁ କୂଅକୁ ଆସିବାକୁ ପଡିବ ନାହିଁ ।