or_tq/jhn/04/11.md

572 B

ଯୀଶୁଙ୍କ ବାକ୍ୟର ଆତ୍ମିକ ବିଷୟକୁ ବୁଝିଲେ ନାହିଁ ବୋଲି ସୂଚାଇବା ପାଇଁ ସ୍ତ୍ରୀଜଣକ କ’ଣ କହିଲା?

ସ୍ତ୍ରୀ ଉତ୍ତର ଦେଲା, “ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ?