or_tq/jhn/04/10.md

550 B

କଥାବାର୍ତ୍ତାକୁ ଈଶ୍ଵରଙ୍କ ବିଷୟକୁ ଫେରାଇବା ପାଇଁ ଯୀଶୁ କ’ଣ କହନ୍ତି?

ଯୀଶୁ ତାଙ୍କୁ କହନ୍ତି ଯେ ଯଦି ସେ ଈଶ୍ଵରଙ୍କ ଦାନ ଜାଣିଥାନ୍ତେ ଏବଂ କିଏ ତାହାଙ୍କ ସହ କଥାବାର୍ତ୍ତା କରୁଛନ୍ତି, ସେ ପଚାରିଥାନ୍ତେ ଏବଂ ସେ ତାଙ୍କୁ ଜୀବନ୍ତ ଜଳ ଦେଇଥାନ୍ତେ ।