or_tq/jhn/04/07.md

474 B

ଯୀଶୁ ସେଠାରେ ଥିବାବେଳେ ଯାକୁବଙ୍କ କୂଅକୁ କିଏ ଆସିଲା?

ସେଠାକୁ ଜଣେ ଶମିରୋଣୀୟ ସ୍ତ୍ରୀ ପାଣି ଆଣିବାକୁ ଆସିଲା।

ଶମିରୋଣୀୟ ସ୍ତ୍ରୀକୁ ଯୀଶୁ ପ୍ରଥମେ କ’ଣ କହିଥିଲେ?

ସେ ତାକୁ କହିଲେ, "ମୋତେ ପିଇବାକୁ ପାଣି ଦିଅ।"