or_tq/jhn/04/01.md

392 B

ଯୀଶୁ କେବେ ଯିହୂଦିୟା ଛାଡି ଗାଲିଲୀକୁ ଗଲେ?

ଯୀଶୁ ଯିହୂଦିୟା ଛାଡି ଗାଲିଲୀ ଅଭିମୁଖେ ଯାତ୍ରା କଲେ। ଫାରୂଶୀମାନେ ଶୁଣିଲେ ଯେ ସେ ଯୋହନଙ୍କ ଅପେକ୍ଷା ଅଧିକ ଶିଷ୍ୟ କରୁଛନ୍ତି।