or_tq/jhn/02/25.md

551 B

ଯୀଶୁ କାହିଁକି ଲୋକମାନଙ୍କ ଉପରେ ବିଶ୍ୱାସ କଲେ ନାହିଁ?

ସେ ଲୋକମାନଙ୍କ ଉପରେ ବିଶ୍ଵାସ କଲେ ନାହିଁ କାରଣ ସେ ସମସ୍ତ ଲୋକମାନଙ୍କୁ ଜାଣିଥିଲେ, ସେମାନଙ୍କ ମନରେ କ’ଣ ଥିଲା ଏବଂ ଏହା ବିଷୟରେ ସାକ୍ଷ୍ୟ ଦେବା ପାଇଁ ତାହାଙ୍କର କାହାର ଆବଶ୍ୟକତା ନଥିଲା ।