or_tq/jhn/02/23.md

307 B

ଅନେକେ ଯୀଶୁଙ୍କ ନାମରେ କାହିଁକି ବିଶ୍ୱାସ କଲେ?

ସେମାନେ ବିଶ୍ଵାସ କଲେ କାରଣ ସେମାନେ ସେ କରିଥିବା ସମସ୍ତ ଚମତ୍କାର ଚିହ୍ନ ଦେଖିଥିଲେ ।