or_tq/jhn/02/16.md

359 B

କାପ୍ତା-ବ୍ୟବସାୟୀମାନଙ୍କୁ ଯୀଶୁ କ’ଣ କହିଲେ?

ସେ କହିଲେ, “ଏଗୁଡ଼ିକ ଏଠାରୁ ଘେନିଯାଅ, ମୋହର ସ୍ୱର୍ଗସ୍ଥ ପିତା ଈଶ୍ବରଙ୍କର ଗୃହକୁ ବାଣିଜ୍ୟର ଗୃହ କର ନାହିଁ।”