or_tq/jhn/02/14.md

350 B

ଯିରୂଶାଲମର ମନ୍ଦିରକୁ ଯିବାବେଳେ ଯୀଶୁ କ’ଣ ଦେଖିଲେ?

ସେ ଗୋରୁ, ମେଣ୍ଢା ଓ କାପ୍ତା-ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା-ବ୍ୟବସାୟୀମାନଙ୍କୁ ବସିଥିବା ଦେଖିଲେ ।