or_tq/jhn/02/10.md

578 B

ଦ୍ରାକ୍ଷାରସରେ ପରିଣତ ହୋଇଥିବା ଜଳର ସ୍ବାଦ ଚାଖିବା ପରେ ଭୋଜର ଅଧ୍ୟକ୍ଷ କ’ଣ କହିଲା?

ଭୋଜର ଅଧ୍ୟକ୍ଷ କହିଲା, “ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ଉତ୍ତାରେ ମନ୍ଦ ଦିଅନ୍ତି; ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ।”