or_tq/jas/03/03.md

340 B

କେଉଁ କ୍ଷୁଦ୍ର ଜିନିଷ ଏକ ବୃହତ୍ ଜାହାଜକୁ ମଙ୍ଗ ଧରାର ଚାଳକର ଇଚ୍ଛାନୁସାରେ ବୁଲିଥାଏ?

ଗୋଟିଏ ଛୋଟ ମଙ୍ଗ ଏକ ବୃହତ୍ ଜାହାଜକୁ ବୁଲାଇବାରେ ସକ୍ଷମ ଅଟେ।