or_tq/heb/12/22.md

1.4 KiB
Raw Permalink Blame History

ଯେଉଁଠାରେ ଇସ୍ରାଏଲୀୟମାନେ ଈଶ୍ଵରଙ୍କ ସ୍ଵର ଶୁଣିଥିଲେ, ସେହି ପର୍ବତ ବ୍ୟତୀତ ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କେଉଁଠାକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସିୟୋନ ପର୍ବତକୁ ଏବଂ ଜୀବନ୍ତ ଈଶ୍ଵରଙ୍କ ନଗରକୁ ଆସନ୍ତି [୧୨:] ।

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କେଉଁ ସଭାକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସ୍ଵର୍ଗରେ ପଞ୍ଜୀକୃତ ହୋଇଥିବା ସମସ୍ତ ପ୍ରଥମଜାତମାନଙ୍କ ସଭାକୁ ଆସନ୍ତି [୧୨:୨୩] ।

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ କାହା ନିକଟକୁ ଆସନ୍ତି ?

ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସମସ୍ତଙ୍କୁ ବିଚାର କରୁଥିବା ଈଶ୍ଵରଙ୍କ ନିକଟକୁ, ଧାର୍ମିକମାନଙ୍କ ଆତ୍ମାମାନଙ୍କ ପାଖକୁ ଏବଂ ଯୀଶୁଙ୍କ ନିକଟକୁ ଆସନ୍ତି [୧୧୨:୨୩-୨୪] ।