or_tq/heb/09/01.md

608 B
Raw Permalink Blame History

ପ୍ରଥମ ନିୟମର ଉପାସନା କରିବା ପାଇଁ ସ୍ଥାନ କ'ଣ ଥିଲା ?

ପ୍ରଥମ ନିୟମର ଉପାସନା କରିବା ନିମନ୍ତେ ପୃଥିବୀରେ ତମ୍ବୁ ଥିଲା [୯:୧-] ।

ପୃଥିବୀସ୍ଥ ପବିତ୍ର ତମ୍ବୁ ସମାଗମରେ କ'ଣ ଅବସ୍ଥିତ ଥିଲା ?

ପୃଥିବୀସ୍ଥ ପବିତ୍ର ତମ୍ବୁ ସମାଗମରେ ଦୀପବୃକ୍ଷ, ମେଜ ଏବଂ ଦର୍ଶନ ରୋଟୀ ଥିଲା [୯:] ।