or_tq/heb/07/01.md

1.1 KiB
Raw Permalink Blame History

ମଲକୀସେଦକଙ୍କ କେଉଁ ଦୁଇ ଶୀର୍ଷକ ଥିଲା ?

ମଲକୀସେଦକ ଶାଲେମର ରାଜା ଏବଂ ସର୍ବୋଚ୍ଚ ଈଶ୍ଵରଙ୍କ ଯାଜକ ଥିଲେ [୭:୧] ।

ଅବ୍ରାହାମ ମଲକୀସେଦକଙ୍କୁ କ'ଣ ଦେଲେ ?

ଅବ୍ରାହାମ ମଲକୀସେଦକଙ୍କୁ ସମସ୍ତର ଯାହା ସେ ଗ୍ରହଣ କରିଥିଲେ ଦଶମାଂଶ ଦେଲେ [୭:] ।

ମଲକୀସେଦକ ନାମର ଅର୍ଥ କ'ଣ ଅଟେ ?

ମଲକୀସେଦକ ନାମର ଅର୍ଥ "ଧର୍ମର ରାଜା" ଏବଂ "ଶାନ୍ତିର ରାଜା" ଅଟେ [୭:] ।

କେଉଁମାନେ ମଲକୀସେଦକଙ୍କ ପୂର୍ବପୁରୁଷ ଥିଲେ ଏବଂ ସେ କେବେ ମୃତ୍ୟୁୁବରଣ କଲେ ?

ମଲକୀସେଦକ ପୂର୍ବପୁରୁଷ ଥିଲେ ଏବଂ ଜୀବନର ଶେଷ କିଛି ନାହିଁ [୭:୩] ।