or_tq/heb/06/19.md

884 B
Raw Permalink Blame History

ବିଶ୍ଵାସୀମାନେ ଆପଣା ଆତ୍ମା ନିମନ୍ତେ ଈଶ୍ଵରଙ୍କଠାରେ କିପରି ଭରସା ରଖନ୍ତି ?

ବିଶ୍ଵାସୀମାନେ ଆପଣା ଆତ୍ମା ନିମନ୍ତେ ଈଶ୍ଵରଙ୍କଠାରେ ସୁରକ୍ଷିତ ଏବଂ ଆତ୍ମାର ଲଙ୍ଗର ସ୍ଵରୂପ ଭରସା ରଖନ୍ତି [୬:୧୯] ।

ବିଶ୍ଵାସୀମାନଙ୍କ ପାଇଁ ଯୀଶୁଖ୍ରୀଷ୍ଟ କେଉଁ ସ୍ଥାନକୁ ଅଗ୍ରଗାମୀ ଭାବରେ ପ୍ରବେଶ କଲେ ?

ଯୀଶୁ ଅଗ୍ରଗାମୀରୂପେ ବିଶ୍ଵାସୀମାନଙ୍କ ପାଇଁ ପରଦା ପଛପଟେ ଥିବା ଆନ୍ତରିକ ସ୍ଥାନରେ ପ୍ରବେଶ କଲେ [୬:] ।