or_tq/heb/06/01.md

967 B
Raw Permalink Blame History

କେଉଁ ବିଷୟରେ ଲେଖକ ବିଶ୍ଵାସୀମାନଙ୍କୁ ଅତ୍ୟଧିକ ଧ୍ୟାନ ଦେବାକୁ ଅନୁରୋଧ କଲେ ?

ଲେଖକ ଜୀବନର ପରିପକ୍ଵତା ବିଷୟରେ ବିଶ୍ଵାସୀମାନଙ୍କୁ ଅତ୍ୟଧିକ ଧ୍ୟାନ ଦେବାକୁ ଅନୁରୋଧ କଲେ [୬:୧] ।

କେଉଁ ଶିକ୍ଷାଗୁଡିକ ଖ୍ରୀଷ୍ଟଙ୍କ ସୁସମ୍ବାଦର ଭିତ୍ତିମୂଳ ଭାବରେ ତାଲିକା ଦିଅନ୍ତି ?

ଭିତ୍ତିମୂଳ ଶିକ୍ଷାଗୁଡିକ ହେଲା ମୃତ କର୍ମରୁ ଅନୁତାପ, ଈଶ୍ଵରଙ୍କଠାରେ ବିଶ୍ଵାସ, ବାପ୍ତିସ୍ମ, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ, ଏବଂ ଅନନ୍ତ ବିଚାର [୬:୧,] ।