or_tq/heb/04/03.md

1.0 KiB
Raw Permalink Blame History

କେଉଁମାନେ ଈଶ୍ଵରଙ୍କ ବିଶ୍ରାମ ଦିନରେ ପ୍ରବେଶ କଲେ ?

ଯେଉଁମାନେ ସୁସମ୍ବାଦକୁ ଶୁଣିଲେ ଏବଂ ବିଶ୍ଵାସ କଲେ ସେମାନେ ପ୍ରବେଶ ହେଲେ [୪:-୩] ।

କେଉଁଦିନରେ ପରମେଶ୍ଵର ଆପଣା କାର୍ଯ୍ୟକୁ ସମାପ୍ତ କରି ବିଶ୍ରାମ ନେଲେ ?

ଈଶ୍ଵର ଜଗତର ପ୍ରାରମ୍ଭରୁ ଆପଣା କାର୍ଯ୍ୟକୁ ସମାପ୍ତ କରି ସପ୍ତମ ଦିନରେ ବିଶ୍ରାମ ନେଲେ [୪:୩-୪] ।

ଈଶ୍ଵର ଆପଣା ବିଶ୍ରାମ ବିଷୟରେ ଇସ୍ରାଏଲୀୟମାନଙ୍କୁ କ'ଣ କହନ୍ତି ?

ଈଶ୍ଵର କହିଲେ, ଇସ୍ରାଏଲୀୟମାନେ ତାଙ୍କର ବିଶ୍ରାମରେ ପ୍ରବେଶ କରିବେ ନାହିଁ [୪:୫] ।