or_tq/heb/04/01.md

790 B
Raw Permalink Blame History

କେଉଁ ସମ୍ବାଦ ବିଶ୍ଵାସୀମାନେ ଏବଂ ଇସ୍ରାଏଲୀୟମାନେ ଶୁଣିଲେ ?

ଈଶ୍ଵରଙ୍କ ବିଶ୍ରାମର ସମ୍ବାଦ ବିଷୟରେ ବିଶ୍ଵାସୀମାନେ ଏବଂ ଇସ୍ରାଏଲୀୟମାନେ ଶୁଣିଲେ [୪:] ।

କାହିଁକି ସୁସମ୍ବାଦ ଇସ୍ରାଏଲୀୟମାନଙ୍କ ନିମନ୍ତେ ଲାଭଜନକ ହେଲା ନାହିଁ ?

ସୁସମ୍ବାଦ ଇସ୍ରାଏଲୀୟମାନଙ୍କ ନିମନ୍ତେ ଲାଭଜନକ ହେଲା ନାହିଁ କାରଣ ଶ୍ରୁତିବାକ୍ୟ ପ୍ରତି ବିଶ୍ଵାସ କଲେ ନାହିଁ [୪:] ।