or_tq/heb/02/16.md

1.1 KiB
Raw Permalink Blame History

କାହିଁକି ଯୀଶୁ ଖ୍ରୀଷ୍ଟ ସର୍ବଦା ଆପଣା ଭ୍ରାତାମାନଙ୍କ ସଦୃଶ ହେବା ଉଚିତ୍ ଥିଲା ?

ଯୀଶୁ ଖ୍ରୀଷ୍ଟ ଭ୍ରାତାମାନଙ୍କ ସଦୃଶ ହେବା ଉଚିତ୍ ଥିଲା, ଯେପରି ସେ ଲୋକମାନଙ୍କ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ଏବଂ ଈଶ୍ଵରଙ୍କ ସେବା ସମ୍ବନ୍ଧରେ ଜଣେ ଦୟାଳୁ ଏବଂ ବିଶ୍ଵସ୍ତ ମହାଯାଜକ ହେବେ [:୧୭] ।

କାହିଁକି ଯୀଶୁ ପରୀକ୍ଷିତ ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ?

ଯୀଶୁ ପରୀକ୍ଷିତ ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି କାରଣ ସେ ମଧ୍ୟ ନିଜେ ପରୀକ୍ଷିତ ହେଲେ [:୧୮] ।