or_tq/heb/02/09.md

598 B
Raw Permalink Blame History

ଯୀଶୁ ଖ୍ରୀଷ୍ଟ କାହା ନିମନ୍ତେ ମୃତ୍ୟୁୁ ଆସ୍ଵାଦାନ କଲେ ?

ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମନୁଷ୍ୟମାନଙ୍କ ନିମନ୍ତେ ମୃତ୍ୟୁୁ ଆସ୍ଵାଦନ କଲେ [:୯] ।

ଈଶ୍ଵର କାହାକୁ ଗୌରବରେ ଆଣିବା ପାଇଁ ଯୋଜନା କଲେ ?

ଈଶ୍ଵର ଅନେକ ସନ୍ତାନମାନଙ୍କୁ ଗୌରବରେ ଆଣିବା ପାଇଁ ଯୋଜନା କଲେ [:୧୦] ।