or_tq/heb/02/02.md

763 B
Raw Permalink Blame History

ସମସ୍ତ ଆଜ୍ଞାଲଂଘନ ଏବଂ ଅବାଧ୍ୟତା କ'ଣ ପାଆନ୍ତି ?

ପ୍ରତ୍ୟେକ ଆଜ୍ଞାଲଂଘନ ଏବଂ ଅବାଧ୍ୟତା ଦଣ୍ଡ ପାଏ [:] ।

ଈଶ୍ଵର କିପରି ପ୍ରଭୁଙ୍କ ଦ୍ଵାରା ପ୍ରଚାରିତ ହୋଇଥିବା ପରିତ୍ରାଣର ବାର୍ତ୍ତାକୁ ସାକ୍ଷ୍ୟ ଦେଲେ ?

ଈଶ୍ଵର ନାନା ଚିହ୍ନ ଏବଂ ଅଦ୍ଭୁତ କର୍ମ, ଶକ୍ତିଯୁକ୍ତ କାର୍ଯ୍ୟଗୁଡିକ ଏବଂ ପବିତ୍ର ଆତ୍ମାର ଦାନଗୁଡିକ ଦ୍ଵାରା ସାକ୍ଷ୍ୟ ଦେଲେ [:୪] ।