or_tq/heb/01/01.md

1.4 KiB
Raw Permalink Blame History

ଈଶ୍ଵର ପୂର୍ବ ସମୟରେ କିପରି କଥା କହିଥିଲେ ?

ଈଶ୍ଵର ପୂର୍ବ କାଳରେ ବିଭିନ୍ନ ସମୟରେ ବିଭିନ୍ନ ଭାବବାଦୀମାନଙ୍କ ଦ୍ଵାରା କଥା କହିଥିଲେ [୧:୧] ।

ବର୍ତ୍ତମାନ କାଳରେ ଈଶ୍ଵର କିପରି କଥା ହୋଇଛନ୍ତି ?

ଈଶ୍ଵର ବର୍ତ୍ତମାନ ସମୟରେ ତାଙ୍କ ପୁତ୍ରଙ୍କ ଦ୍ଵାରା କଥା ହୋଇଛନ୍ତି [୧:] ।

କାହା ଦ୍ଵାରା ବିଶ୍ଵର ସମସ୍ତ ସୃଷ୍ଟି ହୋଇଥିଲା ?

ବିଶ୍ଵର ସମସ୍ତ ଈଶ୍ଵରଙ୍କ ଦ୍ଵାରା ସୃଷ୍ଟି ହେଲା [୧:] ।

କିପରି ସମସ୍ତ ବିଷୟ ଧାରଣା କରାଗଲା ?

ସମସ୍ତ ବିଷୟ ଈଶ୍ଵରଙ୍କ ପୁତ୍ରର ଶକ୍ତିଯୁକ୍ତ ବାକ୍ୟ ଦ୍ଵାରା ଧାରଣା କରାଗଲା [୧:୩] ।

ପୁତ୍ର କିପରି ଈଶ୍ଵରଙ୍କ ମହିମା ଏବଂ ବୈଶିଷ୍ଟ୍ୟ ପ୍ରକାଶ କଲେ ?

ପୁତ୍ର ଈଶ୍ଵରଙ୍କ ମହିମାର ପ୍ରଭା ଏବଂ ଈଶ୍ଵରଙ୍କର ବୈଶିଷ୍ଟ୍ୟର ଗୁଣକୁ ପ୍ରକାଶ କଲେ [୧:୩] ।