or_tq/gal/06/09.md

8 lines
761 B
Markdown

# ଯଦି ଜଣେ ବିଶ୍ଵାସୀ କ୍ଲାନ୍ତ ନ ହୋଇ ନିରନ୍ତର ଭାବରେ ଉତ୍ତମ କର୍ମ କରେ, ତେବେ ସେ କ'ଣ ପାଇଵ ?
ଜଣେ ବିଶ୍ଵାସୀ ଯିଏ ନିରନ୍ତର ଭାବରେ ଉତ୍ତମ କାର୍ଯ୍ୟ କରିଚାଲେ, ସେ ଅମଳ କରିଥାଏ [୬:୯] ।
# କାହା ସହିତ ବିଶ୍ଵାସୀମାନେ ଉତ୍ତମ କର୍ମ କରିବା ଉଚିତ୍ ?
ବିଶ୍ଵାସୀମାନେ ବିଶ୍ଵାସର ରକ୍ଷକମାନଙ୍କ ସହିତ ବିଶେଷ ଭାବରେ ଉତ୍ତମ କାର୍ଯ୍ୟ କରିବା ଉଚିତ୍ [୬:୧୦] ।