or_tq/gal/06/01.md

1.2 KiB
Raw Permalink Blame History

ଯେଉଁମାନେ ଆତ୍ମିକ ଅଟନ୍ତି, ସେମାନେ କ'ଣ କରିବା ଉଚିତ୍ ଯଦି ଜଣେ ବ୍ୟକ୍ତି କୌଣସି ଲଂଘନ କରୁଥିବାର ଧରାପଡେ ?

ଯେଉଁମାନେ ଆତ୍ମିକ ଅଟନ୍ତି, ସେହି ବ୍ୟକ୍ତିକୁ ମୃଦୁତାର ଆତ୍ମାରେ ପୁନଃସ୍ଥାପନ କରିବା ଆବଶ୍ୟକ ଅଟେ [୬:୧] ।

କେଉଁ ବିପଦଜନକ ବିଷୟ ପାଇଁ ଆତ୍ମିକମାନେ ସତର୍କ ରହିବା ଉଚିତ୍ ?

ଯେଉଁମାନେ ଆତ୍ମିକ ଅଟନ୍ତି, ସେମାନେ ଯେପରି ପରୀକ୍ଷାରେ ନ ପଡିବା ପାଇଁ ସତର୍କ ରହିବା ଉଚିତ୍ [୬:୧] ।

କିପରି ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ପୁରଣ କରନ୍ତି ?

ପରସ୍ପରର ବୋଝକୁ ବହନ କରିବା ଦ୍ଵାରା ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କର ବ୍ୟବସ୍ଥାକୁ ପୁରଣ କରିପାରିବେ [୬:] ।