or_tq/gal/05/22.md

793 B
Raw Permalink Blame History

ଆତ୍ମାଙ୍କର ଫଳକ'ଣ ଅଟେ ?

ଆତ୍ମାର ଫଳ ହେଉଛି - ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ଵସ୍ତତା, ମୃଦୁତା ଏବଂ ଆତ୍ମସଂଯମ [୫:-୨୩] ।

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଅଟନ୍ତି ଶରୀର ଏବଂ ଏହାର ଅଭିଳାଷ ସହିତ କ'ଣ କରିଛନ୍ତି ?

ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କର ଅଟନ୍ତି, ଶରୀର ଏବଂ ଏହାର ଅଭିଳାଷକୁ କ୍ରୁଶାର୍ପିତ କରିଅଛନ୍ତି [୫:୨୪] ।