or_tq/gal/05/19.md

1.1 KiB
Raw Permalink Blame History

ଶାରୀରିକ କାର୍ଯ୍ୟର ତିନି ଉଦାହରଣଗୁଡିକ କ'ଣ କ'ଣ ଅଟେ ?

ଶାରୀରିକ କାର୍ଯ୍ୟର ତିନି ଉଦାହରଣଗୁଡିକ କୌଣସି ତିନି ବିଷୟ ଦିଆଯାଇଥିବା ଏହି ତାଲିକା ମଧ୍ୟରୁ ହୋଇପାରେ - ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମାପୁଜା, କୁହୁକ, ଶତ୍ରୁତା, ବିବାଦ, ଦ୍ଵେଷ, କ୍ରୋଧ, ସ୍ଵାର୍ଥପରତା, ଦଳଭେଦ, ମତଭେଦ, ଇର୍ଷା, ମତ୍ତତା, ରଙ୍ଗରସ [୫:-୨୧] ।

ଯେଉଁମାନେ ଶାରୀରିକ କାର୍ଯ୍ୟକୁ ଅଭ୍ୟାସ କରନ୍ତି, ସେମାନେ କ'ଣ ପାଇପାରିବେ ନାହିଁ ?

ଯେଉଁମାନେ ଶାରୀରିକ ଅଭିଳାଷକୁ ଅଭ୍ୟାସ କରନ୍ତି, ଈଶ୍ଵରଙ୍କ ରାଜ୍ୟକୁ ପାଇପାରିବେ ନାହିଁ [୫:୨୧] ।