or_tq/gal/05/01.md

765 B
Raw Permalink Blame History

କେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି ?

ସ୍ଵାଧିନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି [୫:୧] ।

ପାଉଲ କ'ଣ ଗାଲାତୀୟମାନଙ୍କୁ ସାବଧାନ କଲେ ଯଦି ସେମାନେ ସୁନ୍ନତ ହୋଇଯାଆନ୍ତି ?

ପାଉଲ କହନ୍ତି, ଯଦି ଗାଲତୀୟମାନେ ସୁନ୍ନତ ହୁଅନ୍ତି, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ସେମାନଙ୍କ କୌଣସି ଲାଭ ହେବ ନାହିଁ [୫:] ।