or_tq/gal/04/01.md

487 B
Raw Permalink Blame History

ଯେତେବେଳେ ଜଣେ ଶିଶୁ ଅବସ୍ଥାରେ ଥାଏ ସେ କିପରି ଏକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରେ ?

ଉତ୍ତରାଧିକାରୀର ପିତା ସମୟ ନିରୂପଣ କରି ନ ଥିବା ପର୍ଯ୍ୟନ୍ତ ଅଭିଭାବକ ଏବଂ ତତ୍ତ୍ଵାବଧାରକମାନଙ୍କ ଅଧିନରେ ରହିଥାଏ [୪:୧-] ।