or_tq/gal/02/17.md

486 B
Raw Permalink Blame History

ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲା ପରେ ଯଦି କୌଣସି ଜଣେ ବ୍ୟବସ୍ଥାକୁ ଅନୁକରଣ କରେ, ସେ ପ୍ରକୃତରେ କ'ଣ ହୋଇଅଛି ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ସେ ନିଜକୁ ପ୍ରକୃତରେ ବ୍ୟବସ୍ଥାର ଭଙ୍ଗକାରୀ ବୋଲି ଦେଖାଉଥିଲେ [:୧୮] ।