or_tq/gal/02/11.md

387 B
Raw Permalink Blame History

ପିତର କ'ଣ ଭୁଲ୍ କଲେ ଯେତେବେଳେ ସେ ଆନ୍ତିୟଖିଆକୁ ଆସିଲେ ?

ପିତର ବିଜାତୀୟମାନଙ୍କ ସହିତ ଖାଇବାକୁ ମନା କଲେ, କାରଣ ସେ ସୁନ୍ନତ ହୋଇଥିବା ଲୋକମାନଙ୍କୁ ଭୟ କରୁଥିଲେ [:୧୧-୧୨] ।