or_tq/gal/02/06.md

1.2 KiB
Raw Permalink Blame History

ଯିରୁଶାଲମରେ ଥିବା ମଣ୍ଡଳୀରେ ପ୍ରାଚୀନମାନେ ପାଉଲଙ୍କ ସମ୍ବାଦକୁ ବଦଳାଇଲେ କି ?

ନାହିଁ, ସେମାନେ ପାଉଲଙ୍କ ସମ୍ବାଦରେ କିଛି ହେଲେ ସହଯୋଗ କଲେ ନାହିଁ [:୬] ।

ପ୍ରାଥମିକ ଭାବରେ ପାଉଲଙ୍କୁ କାହା ନିକଟକୁ ସୁସମାଚାର ପ୍ରଚାର କରିବା ପାଇଁ ପଠାଯାଇଥିଲା ?

ପାଉଲଙ୍କୁ ପ୍ରାଥମିକ ଭାବରେ ଅସୁନ୍ନତ ଲୋକମାନଙ୍କ ନିକଟକୁ ପ୍ରଚାର କରିବାକୁ ପଠାଯାଇଥିଲା [:୭-୮] ।

ପିତରଙ୍କୁ ପ୍ରାଥମିକ ଭାବରେ ସୁସମାଚାର ପ୍ରଚାର ନିମନ୍ତେ କାହା ନିକଟକୁ ପଠାଯାଇଥିଲା ?

ପ୍ରାଥମିକ ଭାବରେ ପିତରଙ୍କୁ ସୁନ୍ନତ ଲୋକମାନଙ୍କ ନିକଟକୁ ପ୍ରଚାର କରିବାକୁ ପଠାଯାଇଥିଲା [:୭-୮] ।