or_tq/gal/02/03.md

618 B
Raw Permalink Blame History

ତୀତସ, ଏକ ବିଜାତୀୟ ହେବା ସତ୍ତ୍ଵେ କ'ଣ କରିବା ଆବଶ୍ୟକ ନ ଥିଲା ?

ତୀତସଙ୍କୁ ସୁନ୍ନତ କରିବାର ଆବଶ୍ୟକ ନ ଥିଲା [:୩] ।

ମିଥ୍ୟାବାଦୀ ଭାଇମାନେ କ'ଣ କରିବାକୁ ଇଛା କରିଥିଲେ ?

ମିଥ୍ୟାବାଦୀ ଭାଇମାନେ ପାଉଲ ଏବଂ ତାଙ୍କ ସହକର୍ମୀମାନଙ୍କୁ ବ୍ୟବସ୍ଥାର ଦାସ କରିବାକୁ ଚାହୁଁଥିଲେ [:୪] ।