or_tq/gal/01/21.md

519 B
Raw Permalink Blame History

ଯିହୁଦାରେ ମଣ୍ଡଳୀଗୁଡିକ ପାଉଲଙ୍କ ବିଷୟରେ କ'ଣ ଶୁଣୁଥିଲେ ?

ଯିହୁଦାରେ ଥିବା ମଣ୍ଡଳୀଗୁଡିକ ପାଉଲଙ୍କ ବିଷୟରେ ଏହା ଶୁଣୁଥିଲେ ଯେ, ଯିଏ ଥରେ ମଣ୍ଡଳୀକୁ ତାଡନା କରୁଥିଲା କିନ୍ତୁ ବର୍ତ୍ତମାନ ବିଶ୍ଵାସର ପ୍ରଚାର କରୁଛନ୍ତି [୧:-୨୩] ।