or_tq/col/02/20.md

766 B
Raw Permalink Blame History

କେଉଁ ପ୍ରକାର ବିଧିଗୁଡିକ ସଂସାରର ବିଧିର ଅଂଶ ବୋଲି ପାଉଲ କହନ୍ତି ?

ଧର ନାହିଁ, ଖାଅ ନାହିଁ, ଏବଂ ଛୁଅଁ ନାହିଁ ଏହି ପ୍ରକାର ବିଧିଗୁଡିକ ସଂସାରର ବିଧିର ଅଂଶ ଅଟେ [:-]।

ମନୁଷ୍ୟ ଦ୍ଵାରା ତିଆରି ହୋଇଥିବା ଧର୍ମ ବିରୁଦ୍ଧରେ କ'ଣ ସାର ନାହିଁ ?

ଶାରୀରିକ ଭାବର ତୃପ୍ତି ବିରୁଦ୍ଧରେ ମନୁଷ୍ୟ ଦ୍ଵାରା ତିଆରି ହୋଇଥିବା ଧର୍ମର କିଛି ସାର ନାହିଁ [:୨୩]।