# ପରମେଶ୍ଵରଙ୍କ କେଉଁ ପ୍ରତିଜ୍ଞାରେ ଉଭୟ ସେ ଏବଂ ଯିହୁଦୀମାନେ ପହଞ୍ଚିବାକୁ ଆଶା କରିଛନ୍ତି ବୋଲି ପାଉଲ କହିଲେ ?
ସେ ଏବଂ ଯିହୁଦୀମାନେ ଯେ ପୁନରୁତ୍ଥାନର ପ୍ରତିଜ୍ଞାକୁ ପହଞ୍ଚିବାକୁ ପ୍ରତ୍ୟାଶା କରୁଛନ୍ତି ବୋଲି ପାଉଲ କହିଲେ [୨୬:୬-୮]।