or_tq/act/21/20.md

505 B
Raw Permalink Blame History

ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ କି ଅଭିଯୋଗ କଲେ?

ବିଜାତିମାନଙ୍କ ମଧ୍ୟରେ ବାସ କରୁଥିବା ଯିହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥାକୁ ପରିତ୍ୟାଗ କରିବାକୁ ଶିକ୍ଷା ଦେଉଅଛି ବୋଲି ଯିହୁଦୀମାନେ ପାଉଲଙ୍କୁ ନିନ୍ଦା କଲେ [:୨୧]।