or_tq/act/20/33.md

465 B
Raw Permalink Blame History

କାମ ସମ୍ବନ୍ଧରେ ପାଉଲ କେଉଁ ଉଦାହରଣ ଏଫିସୀୟମାନଙ୍କ ନିମନ୍ତେ ସ୍ଥାପନ କଲେ ?

ପାଉଲ ନିଜର ଆବଶ୍ୟକତା ନିମନ୍ତେ ପୁଣି ତାଙ୍କର ସାଥୀମାନଙ୍କ ନିମନ୍ତେ କାମ କଲେ ପୁଣି ଦୁର୍ବଳମାନଙ୍କୁ ସାହାଯ୍ୟ କଲେ[:୩୪-୩୫]।