or_tq/act/20/28.md

975 B
Raw Permalink Blame History

ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ ତାହାର ପ୍ରସ୍ଥାନ ପରେ ଯତ୍ନ ପୂର୍ବକ କ'ଣ କରିବାକୁ ଆଜ୍ଞା ଦେଲେ?

ପାଉଲ ପ୍ରାଚୀନମାନଙ୍କୁ ପଲର ଯତ୍ନ ପୂର୍ବକ ପ୍ରତିପାଳନ କରିବା ନିମନ୍ତେ ଆଜ୍ଞା ଦେଲେ[:୨୮]।

ପାଉଲ ତାଙ୍କରି ପ୍ରସ୍ଥାନ ପରେ ଏଫିସୀୟ ପ୍ରାଚୀନମାନଙ୍କ ମଧ୍ୟରେ କ'ଣ ଘଟିପାରେ ବୋଲି କହିଲେ ?

ପ୍ରାଚୀନମାନଙ୍କ ମଧ୍ୟରୁ କେତେକ ଶିଷ୍ୟମାନଙ୍କୁ ସେମାନଙ୍କ ପଛେ ପଛେ ଟାଣି ନେବା ନିମନ୍ତେ ବିପରୀତ କଥା କହିପାରନ୍ତି ବୋଲି ପାଉଲ କହିଲେ [:୩୦]।