or_tq/act/20/25.md

461 B
Raw Permalink Blame History

ସେ କୌଣସି ମଣିଷର ରକ୍ତର ନିର୍ଦୋଷ ଥିଲେ ବୋଲି କାହିଁକି ପାଉଲ କହିଲେ ?

ପାଉଲ କହିଲେ ଯେ ସେ ସେମାନଙ୍କର ରକ୍ତର ନିର୍ଦୋଷ ଥିଲେ ବୋଲି ଯେହେତୁ ସେ ସେମାନଙ୍କୁ ପରମେଶ୍ଵରଙ୍କ ସମସ୍ତ ସଂକଳ୍ପ ଜଣାଇଥିଲେ[:୨୭]।