or_tq/act/19/11.md

4 lines
454 B
Markdown

# ପାଉଲଙ୍କ ହସ୍ତ ଦ୍ଵାରା ପରମେଶ୍ଵର କେଉଁ ସ୍ଵତନ୍ତ୍ର ଆଶ୍ଚର୍ଯ୍ୟ କର୍ମ କଲେ?
ଯେତେବେଳେ ରୁମାଲ ଏବଂ ଗାମୁଛା ପାଉଲଙ୍କଠାରୁ ଦିଆଗଲା, ଲୋକମାନେ ସୁସ୍ଥ ହେଲେ ପୁଣି ଦୁଷ୍ଟ ଆତ୍ମଗୁଡିକ ବାହାରିଗଲା[୧୯:୧୨]।