or_tq/act/14/19.md

589 B
Raw Permalink Blame History

ଲୁସ୍ତ୍ରାରେ ଲୋକସମୂହ ପରେ ପାଉଲଙ୍କୁ କ'ଣ କଲେ?

ଲୁସ୍ତ୍ରାରେ ଲୋକସମୂହ ପରେ ପାଉଲଙ୍କୁ ପଥରରେ ମାରିଲେ ପୁଣି ନଗରରୁ ବାହାରକୁ ଟାଣି ନେଲେ[୧୪:୧୯]।

ଯେମିତି ଶିଷ୍ୟମାନେ ତା'ଙ୍କ ଚାରିପଟେ ଠିଆହୋଇବା ସମୟରେ ପାଉଲ କ'ଣ କଲେ?

ପାଉଲ ଉଠିଲେ ଓ ନଗରକୁ ପ୍ରବେଶ କଲେ[୧୪:]।