or_tq/act/14/01.md

561 B
Raw Permalink Blame History

ଅନେକ ସଂଖ୍ୟାରେ ଲୋକମାନେ ପାଉଲ ଓ ବର୍ଣ୍ଣବ୍‍ବାଙ୍କ ପ୍ରଚାରରେ ବିଶ୍ଵାସ କଲା ପରେ ଅବିଶ୍ଵାସୀ ଯିହୁଦୀମାନେ ଇକନିୟରେ କ'ଣ କଲେ?

ଅବିଶ୍ଵାସୀ ଯିହୁଦୀମାନେ ବିଜାତିମାନଙ୍କ ମନକୁ ଉତ୍ତେଜିତ ପୁଣି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଲେ[୧୪:୧-]।