or_tq/act/13/44.md

8 lines
819 B
Markdown

# ଆନ୍ତିୟଖିଆରେ ପରବର୍ତ୍ତୀ ବିଶ୍ରାମ ଦିନ କିଏ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆସିଲେ?
ପ୍ରାୟ ସମସ୍ତ ନଗରୀ ପରବର୍ତ୍ତୀ ବିଶ୍ରାମବାରରେ ପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆସିଲେ[୧୩:୪୪]।
# କିପରି ଯିହୁଦୀମାନେ ପ୍ରତିକ୍ରିୟା କଲେ, ଯେତେବେଳେ ସେମାନେ ଲୋକସମୂହକୁ ଦେଖିଲେ?
ଯିହୁଦୀମାନେ ଈର୍ଷାରେ ପୂର୍ଣ୍ଣ ହେଲେ,ଏବଂ ନିନ୍ଦା କରୁ କରୁ ପାଉଲଙ୍କ ସମ୍ବାଦକୁ ବିରୋଧ କଲେ[୧୩:୪୫]।