or_tq/act/11/01.md

821 B
Raw Permalink Blame History

କେଉଁ ଖବର ପ୍ରେରିତମାନେ ଓ ଯିହୂଦାର ଭାଇମାନେ ଶୁଣିଲେ?

ପ୍ରେରିତମାନେ ଓ ଯିହୁଦାର ଭାଇମାନେ ଶୁଣିଲେ ଯେ ବିଜାତିମାନେ ମଧ୍ୟ ଈଶ୍ଵରଙ୍କ ବାକ୍ୟକୁ ଗ୍ରହଣ କରିଅଛନ୍ତି [୧୧:୧]।

କେଉଁ ସମାଲୋଚନାକୁ ପିତରଙ୍କ ବିରୁଦ୍ଧରେ ଯିରୂଶାଲମର ସୁନ୍ନତ ସମୂହ କଲେ?

ଯିରୂଶାଲମର ସେହି ସୁନ୍ନତ ସମୂହ ପିତର ବିଜାତିମାନଙ୍କ ସହ ଭୋଜନ କରୁଅଛନ୍ତି ବୋଲି ପିତରଙ୍କୁ ସମାଲୋଚନା କଲେ[୧୧:-୩]।