or_tq/act/09/08.md

8 lines
613 B
Markdown

# ଶାଉଲ ଯେତେବେଳେ ଭୂମିରୁ ଉଠିଲେ ତାହାକୁ କ'ଣ ଘଟିଥିଲା?
ଭୂମିରୁ ଯେତେବେଳେ ସେ ଉଠିଲେ ସେ କିଛି ଦେଖି ପାରିଲେ ନାହିଁ[୯:୮]।
# ତା'ପରେ ଶାଉଲ କେଉଁଠିକୁ ଗଲେ ଏବଂ ସେ କ'ଣ କଲେ?
ଶାଉଲ ଦମ୍ମେସକକୁ ଗଲେ ଏବଂ ସେଠାରେ ସେ ତିନି ଦିନ ପର୍ଯ୍ୟନ୍ତ ଖାଇଲେ ନାହିଁ କିମ୍ବା ପିଇଲେ ନାହିଁ[୯:୯]।