or_tq/act/07/04.md

8 lines
775 B
Markdown

# ଅବ୍ରହାମଙ୍କ ନିମନ୍ତେ ପରମେଶ୍ଵରଙ୍କର ପ୍ରତିଜ୍ଞା କ'ଣ ଥିଲା ?
ପରମେଶ୍ଵରଙ୍କର ଅବ୍ରହାମଙ୍କ ଓ ତାଙ୍କ ବଂଶଧରଙ୍କୁ ଏକ ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ [୭:୫]।
# କାହିଁକି ଈଶ୍ଵରଙ୍କ ପ୍ରତିଜ୍ଞା ଅବ୍ରହାମଙ୍କ ପ୍ରତି ପରିପୂର୍ଣ୍ଣ ହେବା ଅସମ୍ଭବ ଦେଖାଗଲା ?
ଈଶ୍ଵରଙ୍କ ପ୍ରତିଜ୍ଞା ଅସମ୍ଭବ ଦେଖାଗଲା ଯେହେତୁ ଅବ୍ରହାମଙ୍କ ସନ୍ତାନ ନ ଥିଲା [୭:୫]।